ମାଗଣା ବଣ୍ଟନ ପାଇଁ ଟଙ୍କା କେଉଁଠୁ ଆସିବ ଭୋଟରଙ୍କୁ ଜଣାଅ : ନିର୍ବାଚନ କମିସନ

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ୱାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ କେତେକ ପରାମର୍ଶ ଜାରି କରିଛନ୍ତି। ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍। “ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ … Continue reading ମାଗଣା ବଣ୍ଟନ ପାଇଁ ଟଙ୍କା କେଉଁଠୁ ଆସିବ ଭୋଟରଙ୍କୁ ଜଣାଅ : ନିର୍ବାଚନ କମିସନ